ଅଶାନ୍ତ ଚିଲିକାରେ ମାଡ଼ିଆସିଲା ଜୁଆର : ଘର ଭିତରେ ପଶିଲା ପାଣି,ଗାଁ ଭିତରେ ଚାଲିଲା ଡଙ୍ଗା

ବ୍ରହ୍ମଗିରି : ରବିବାର ସକାଳୁ ପୁଣି ଥରେ ଚିଲିକା ଅଶାନ୍ତ ହୋଇଛି। ଲଘୁଚାପ ପ୍ରଭାବରେ ସମୁଦ୍ରରେ ପ୍ରବଳ ଜୁଆର ଆସି ଚିଲିକା ଭିତରେ ପଶିଛି। ଏହି ଜୁଆର ଜନବସତି ଭିତରେ ପଶିଛି। ଗାଁ ଭିତରେ ଜୁଆର ପାଣି ଲହଡି ମାରିଛି। ଦୁଇରୁ ତିନି ଫୁଟ ଜୁଆର ପାଣି ଗାଁ ଦାଣ୍ତରେ ଚାଲିଛି। ପରିସ୍ଥିତି ଏମିତି ଯେ ଗାଁ ରାସ୍ତାରେ ଡଙ୍ଗାଚାଲିଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅରଖକୁଦା ଗାଁରେ ଜୁଆର … Continue reading ଅଶାନ୍ତ ଚିଲିକାରେ ମାଡ଼ିଆସିଲା ଜୁଆର : ଘର ଭିତରେ ପଶିଲା ପାଣି,ଗାଁ ଭିତରେ ଚାଲିଲା ଡଙ୍ଗା